#NAME "Sample Dictionary" #INDEX_LANGUAGE "Oriya" #CONTENTS_LANGUAGE "English" A ଇଂରାଜୀ ବର୍ଣ୍ଣମାଳାର ପ୍ରଥମ ଅକ୍ଷର a ଏକ, କୌଣସି aa aah aal aalii aardvark aback ବିସ୍ମିତ, ଆଶ୍ଚର୍ଯ୍ୟଚକିତ abacus ସଂଗଣକ, ମାଳିବିଶିଷ୍ଟ ଏକ ଗଣିବା ଉପକରଣ abaft ଜାହାଜର ପଛ ଭାଗ ବା ସେହି ଦିଗକୁ abalone abampere abandon ପରିତ୍ୟାଗ କରିବା; abandonment ପରିତ୍ୟକ୍ତ (ଅବସ୍ଥା) abandoned ପରିତ୍ୟକ୍ତ (ଘର, କୁକୁର ଇତ୍ୟାଦି); ଆତ୍ମସଂଯମହୀନ ବ୍ୟବହାର abase ଅପମାନିତ କରିବା, ନ୍ୟୂନ ଦେଖାଇବା; abasement ଅପମାନିତ ବା ଅପଦସ୍ଥ ଅବସ୍ଥା abashed ଲଜ୍ଜିତ, ଅପ୍ରସ୍ତୁତ; abash [i]v[/i] ଲଜ୍ଜିତ କରିବା abate କମିବା (the storm abated); ଦୁର୍ବଳ ହେବା abattoir କଂସେଇଖାନା abbess ମୁଖ୍ୟ ସନ୍ନ୍ୟାସିନୀ; (ଖ୍ରୀଷ୍ଟ ଧର୍ମାବଲମ୍ୱୀ) ସନ୍ନ୍ୟାସିନୀ ମାନେ ରହୁଥିବା ମଠର ଅଧ୍ୟକ୍ଷା abbey ମଠ abbot ମୁଖ୍ୟ ସନ୍ନ୍ୟାସୀ; (ଖ୍ରୀଷ୍ଟ ଧର୍ମାବଲମ୍ୱୀ) ସନ୍ନ୍ୟାସୀ ମାନେ ରହୁଥିବା ମଠର ଅଧ୍ୟକ୍ଷ abbreviate ସଂକ୍ଷିପ୍ତ କରିବା (ବିଶେଷତଃ ସଂସ୍ଥାର ନାମ ବା ଉପାଧି) abdicate ପରିହାର କରିବା (ସିଂହାସନ, ପଦବୀ ଆଦି); ଛାଡିଦେବା (ଦାୟିତ୍ୱ ଆଦି); abdication ପରିହାର, ପରିତ୍ୟାଗ abdomen ତଳିପେଟ, ଉଦର; abdominal ତଳିପେଟ ସମ୍ୱନ୍ଧୀୟ abduct ଅପହରଣ କରିବା; abduction ହରଣଚାଳ, ଅପହରଣ aberrant ବିପଥଗାମୀ, ପଥଭ୍ରଷ୍ଟ, ନିୟମ ବହିର୍ଭୂତ (କାର୍ଯ୍ୟ, ଜୀବନଶୈଳୀ ଆଦି) aberration ନୈତିକ ବା ମାନସିକ ବିଚ୍ୟୁତି; (ପ୍ରାଣୀବିଜ୍ଞାନରେ) ସାଧାରଣ ଠାରୁ ଭିନ୍ନ ବା ବିଚ୍ୟୁତ; ଲେନ୍ସ ବା ଦର୍ପଣର ଦୋଷ ଯୋଗୁଁ ପ୍ରତିଛବି ବା ପ୍ରତିବିମ୍ୱର ବିକୃତି; ତାରା ଇତ୍ୟାଦି ବିସ୍ଥାପିତ ହେବା ପରି ଦିଶିବା ପ୍ରକ୍ରିୟା abet (-tt) (usu. in [b]aid and abet[/b]) ଅବୈଧ କାର୍ଯ୍ୟ ଲାଗି ପ୍ରରୋଚିତ ବା ଉତ୍ସାହିତ କରିବା; ଦୁଷ୍କର୍ମରେ ସାହାଯ୍ୟ କରିବା; abettor (also [b]abetter[/b]) ଦୁଷ୍କର୍ମରେ ସାହାଯ୍ୟକାରୀ ବ୍ୟକ୍ତି abeyance ସ୍ଥଗିତ ରଖିବା (କାର୍ଯ୍ୟ); ସାମୟିକ ଅବ୍ୟବହୃତ ଅବସ୍ଥା abhor (-rr) ଘୃଣା କରିବା